ଜୁନ୍‌ ୨୭ରେ ହେବନି ବ୍ୟାଙ୍କ ଧର୍ମଘଟ

ବ୍ୟାଙ୍କରେ ଜମା ତୁଳନାରେ ଋଣ ଅଧିକ

India TV

ନୂଆଦିଲ୍ଲୀ : ଜୁନ ୨୭ରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟକୁ ପ୍ରତ୍ୟାହୃତ କରି ନିଆଯାଇଛି। ବ୍ୟାଙ୍କ କର୍ମଚାରୀଙ୍କ ବିଭିନ୍ନ ଦାବି ସଂପର୍କରେ ଆଲୋଚନା ଜୁଲାଇ ପହିଲାରୁ ଆରମ୍ଭ ପାଇଁ ଆଇବିଏ ରାଜି ହେବାପରେ ୟୁଏଫବିୟୁ ଧର୍ମଘଟ ନକରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟତଃ ପେନସନ ଏବଂ ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ ଆଦି ଦାବିରେ ଧର୍ମଘଟ ଡାକରା ଦିଆଯାଇଥିଲା। ମୁଖ୍ୟ ଶ୍ରମ କମିସନରଙ୍କ ଅଧ୍ୟକ୍ଷତାରେ ଆଇବିଏ ଓ ସଂଘର ପ୍ରତିନିଧିମାନଙ୍କ ମଧ୍ୟରେ ଆଜି ବୈଠକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe