ଦେଶ- ବିଦେଶ Latest ପଦାର୍ଥ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ମିଳିତ ଭାବେ ନୋବେଲ୍ ପୁରସ୍କାର Advertisment October 08, 2019, 04:21 PM IST 08 Oct 2019 16:21 IST Sambad Digital Follow Us The New York Times ନୂଆଦିଲ୍ଲୀ: ୩ ଜଣ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି। ସେମାନେ ହେଲେ ଜେମ୍ସ ପେବ୍ଲସ୍, କାଇକେଲ୍ ମେୟର୍ ଓ ଡିଡେଲ୍ କ୍ୱେଲୋଜ୍। ୩ ବୈଜ୍ଞାନିକଙ୍କୁ ମିଳିତ ଭାବେ ପୁରସ୍କାର ଦିଆଯବ।