The New York Times
ପାୟୋଗ୍ୟାଙ୍ଗ(ଉତ୍ତରକୋରିଆ) : ଉତ୍ତରକୋରିଆର ଚରମ ଶତ୍ରୁ ଭାବେ ବିବେଚିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ କାର୍ଯ୍ୟକାଳ ପ୍ରାୟ ସରିବାକୁ ଥିବା ବେଳେ ତାଙ୍କ ବିଦାୟବେଳାରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ଦେଶର ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୁଗୁକ୍ସଙ୍ଗ-୫ ନାମକ ଏହି ନୂତନ ଶୈଳୀର କ୍ଷେପଣାସ୍ତ୍ର ବୁଡ଼ାଜାହାଜରୁ ନିକ୍ଷେପ ହୋଇପାରିବା ସହ ଦୀର୍ଘ ୧,୯୦୦ କିମି.ର ଲକ୍ଷ୍ୟଭେଦ କ୍ଷମତା ରଖିପାରିଛି।
Follow Us