ଏବେ ପ୍ୟାକିଂ ସମୟ: କଙ୍ଗନାଙ୍କ ଉଦ୍ଦେଶ୍ୟରେ କହିଲେ ବିକ୍ରମାଦିତ୍ୟ ସିଂ

ଏବେ ପ୍ୟାକିଂ ସମୟ: କଙ୍ଗନାଙ୍କ ଉଦ୍ଦେଶ୍ୟରେ କହିଲେ ବିକ୍ରମାଦିତ୍ୟ ସିଂ

ଶିମଲା; ଦେଶର ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ଭୋଟ୍ ଦେବା ପରେ ହିମାଚଳପ୍ରଦେଶ ମଣ୍ଡି ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ କହିଛନ୍ତି ଯେ ଆମକୁ ମଣ୍ଡିର ବିକାଶ ପାଇଁ କାର୍ଯ୍ୟ କରିବାକୁ ପଡିବ। ମୁଁ ଆଶା କରୁଛି ଯେ ରାଜ୍ୟବାସୀ ସେମାନଙ୍କ ଭୋଟ ମାଧ୍ୟମରେ ଆମକୁ ଆଶୀର୍ବାଦ କରିବେ। ଆମେ ସେମାନଙ୍କର ସମସ୍ୟା ପ୍ରସଙ୍ଗ ଉଠାଇବୁ। ନିର୍ବାଚିତ ହେବା ପରେ ମୁଁ ଦିଲ୍ଲୀରେ ମଣ୍ଡି ଲୋକଙ୍କ ପ୍ରସଙ୍ଗରେ ଲଢ଼ିବି।

କିନ୍ତୁ କଙ୍ଗନା ରାନାୱତଙ୍କର ମଣ୍ଡି ବିଷୟରେ କୌଣସି ଜ୍ଞାନ ନାହିଁ କିମ୍ବା ଏହି ଅଞ୍ଚଳର ଭବିଷ୍ୟତ ବିଷୟରେ ତାଙ୍କର କୌଣସି ବୁଝାମଣା ନାହିଁ । ଏବେ ସମୟ ଆସିଛି। ଅଭିନୟ ଶେଷ ହୋଇଛି । ଏବେ କଙ୍ଗନାଙ୍କର ପ୍ୟାକିଂ ସମୟ ଆସିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe