ଏନ୍‌ଏସଇ ଫୋନ୍‌ ଟ୍ୟାପିଂ ମାମଲା: ପୂର୍ବତନ ମୁମ୍ବାଇ ପୁଲିସ କମିସନର ଗିରଫ

Advertisment
ଏନ୍‌ଏସଇ ଫୋନ୍‌ ଟ୍ୟାପିଂ ମାମଲା: ପୂର୍ବତନ ମୁମ୍ବାଇ ପୁଲିସ କମିସନର ଗିରଫ

ivemint.com

ନୂଆଦିଲ୍ଲୀ : ଏନ୍‌ଏସଇ (ନେସନାଲ ଷ୍ଟକ୍‌ ଏକ୍ସ‌ଚେଞ୍ଜ) କର୍ମଚାରୀଙ୍କର ବେଆଇନ ଫୋନ୍‌ ଟ୍ୟାପ୍‌ କରିଥିବା ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଶନିବାର ଦିନ ମୁମ୍ବାଇର ପୂର୍ବତନ ପୁଲିସ କମିସନର ସଂଜୟ ପାଣ୍ଡେଙ୍କୁ ଗିରଫ କରିଛି। ଦିଲ୍ଲୀ କୋର୍ଟ ଶନିବାର ଦିନ ସଂଜୟ ପାଣ୍ଡେଙ୍କୁ ୪ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। ପାଣ୍ଡେଙ୍କ ବିରୋଧରେ ତଦନ୍ତ ଜାରି ରଖିବାପାଇଁ ସିବିଆଇ ପାଖରେ ବଳିଷ୍ଠ ପ୍ରମାଣ ରହିଛି ବୋଲି କୋର୍ଟ କହିଛନ୍ତି।

ପୂର୍ବରୁ ସେ ଇଡି ଦ୍ବାରା ଗିରଫ ହୋଇଥିଲେ। ପୂର୍ବରୁ ଇଡି ଏହି ମାମଲାରେ ପୂର୍ବତନ ଏନଏସଇ ମୁଖ୍ୟ ଚିତ୍ରା ରାମକ୍ରୀଷ୍ଣା, ପୂର୍ବତନ ଏମ୍‌ଡି ରବି ନାରାୟଣ ଏବଂ ସଂଜୟ ପାଣ୍ଡେଙ୍କ ବି‌ରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe