ଓଡ଼ିଆ ସୋସାଇଟି ଅଫ୍‌ ମିଡ୍‌ଲ୍ୟାଣ୍ଡସ୍‌ର ନୂଆଁଖାଇ

Advertisment
ଓଡ଼ିଆ ସୋସାଇଟି ଅଫ୍‌ ମିଡ୍‌ଲ୍ୟାଣ୍ଡସ୍‌ର ନୂଆଁଖାଇ

ବ୍ରିଟେନ୍‌ : ଇଂଲଣ୍ଡର କୋଭେଣ୍ଟ୍ରିସ୍ଥିତ ଓଡ଼ିଆ ସୋସାଇଟି ଅଫ୍‌ ମିଡ୍‌ଲ୍ୟାଣ୍ଡସ୍‌ ପକ୍ଷରୁ ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଏଥିରେ ୭୦ରୁ ଊର୍ଧ୍ବ ପ୍ରବାସୀ ଓଡ଼ିଆ ଏକତ୍ରିତ ହୋଇ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହ ଘରୋଇ ହାତରନ୍ଧା ଖାଦ୍ୟର ମଜା ନେଇଥିଲେ। ଏହି ଅବସରରେ ବ୍ରିଟେନ୍‌‌ରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନେଇ ମଧ୍ୟ ଆଲୋଚନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe