ନୂପୁର ଶର୍ମାଙ୍କୁ ମିଳିଲା ବନ୍ଧୁକ ଲାଇ‌ସେନ୍ସ

ନୂପୁର ଶର୍ମାଙ୍କୁ ମିଳିଲା ବନ୍ଧୁକ ଲାଇ‌ସେନ୍ସ

dtnext

ନୂଆଦିଲ୍ଲୀ: ଟିଭି ବିତର୍କରେ ଭାଗ ନେବ‌ାବେଳେ ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ଏବଂ ପରେ ବିଜେପିରୁ ନିଲମ୍ବିତ ହୋଇଥିବା ନେତ୍ରୀ ନୂପୁର ଶର୍ମାଙ୍କୁ ବନ୍ଧୁକ ରଖିବା ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି। ସେ ନିଜ ସାଥିରେ ସୁରକ୍ଷା ପାଇଁ ବନ୍ଧୁକ ନେଇପାରିବେ। ବିବାଦୀୟ ମନ୍ତବ୍ୟ ପରେ ତାଙ୍କୁ ବିଭିନ୍ନ ସ୍ଥାନରୁ ହତ୍ୟା ଧମକ ମିଳିଥିଲା। ଉଲ୍ଲେଖଯୋଗ୍ୟ, ନୂପୁରଙ୍କ ବିବାଦୀୟ ମନ୍ତବ୍ୟ ପରେ ଏହାକୁ ଭିତ୍ତିକରି ଅତିକମ୍‌ରେ ଦୁଇଟି ହତ୍ୟାକାଣ୍ଡ ହୋଇଛି। ସେଥିରୁ ଜଣେ ହେଲେ ରାଜସ୍ଥାନ ଉଦୟପୁରର ଜଣେ ଦରଜୀ ଏବଂ ଅନ୍ୟ ଜଣେ ହେଲେ ମହାରାଷ୍ଟ୍ର ଅମରାବତିର ଜଣେ ଔଷଧ ଦୋକାନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe