ୟୁପିକୁ ବଦଳି ହେଲେ ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌

Advertisment
ୟୁପିକୁ ବଦଳି ହେଲେ ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌

ABP News

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୨୦୨୧ ବ୍ୟାଚର ଓଡ଼ିଶା କ୍ୟାଡର୍‌ ଆ‌ଇଏଏସ୍‌ ହିମାଂଶୁ ଗୁପ୍ତାଙ୍କୁ ଉତ୍ତର ପ୍ରଦେଶ କ୍ୟାଡର୍‌ ଆଇଏଏସ୍‌ ରୂପେ ବଦଳି କରିଛନ୍ତି। ୨୦୨୦ ବ୍ୟାଚର ଉତ୍ତର ପ୍ରଦେଶ କ୍ୟାଡର ଆଇପିଏସ୍‌ ଶିଭା ସିଂହଙ୍କୁ ଶ୍ରୀ ଗୁପ୍ତା ବିବାହ କରିଥିବା ଆଧାରରେ କେନ୍ଦ୍ର ସରକାର ଭାରତୀୟ ପ୍ରଶାସନିକ ସେବା (କ୍ୟାଡର) ରୁଲ୍‌ସ, ୧୯୫୪ ଆଧାରରେ ଏହି ବଦଳି କରିଛନ୍ତି। ଓଡ଼ିଶା ଓ ଉତ୍ତର ପ୍ରଦେଶ ସରକାରଙ୍କ ସହମତି କ୍ରମେ ଶ୍ରୀ ଗୁପ୍ତାଙ୍କ ବଦଳି ହୋଇଛି ବୋଲି କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe