Indian security forces personnel are on manoeuvres as a gunfight with militants has happened that killed 4 soldiers, in South Kashmir's Pulwama district, some 10 km away from the spot of recent suicide bombing, on February 18, 2019. - At least four soldiers died on February 18 in a fierce gunfight with rebels in Indian-administered Kashmir just four days after a suicide bomber killed 41 paramilitaries in the troubled territory, officials said. One soldier and one civilian were also critically wounded in the shootout as troops launched a search operation in Pulwama district where the suicide bomber struck on February 14. (Photo by STR / AFP) (Photo credit should read STR/AFP/Getty Images)
ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ସାଉଦିଆରବ ନେତୃତ୍ବରେ ଇସ୍ଲାମିକ୍ ସହଯୋଗ ସଂଗଠନ (ଓଆଇସି) ପକ୍ଷରୁ ଏକ ବୈଠକ ଆୟୋଜନ ହେବାକୁ ଯାଉଛି। ଏଥିରେ ସମସ୍ତ ଇସ୍ଲାମିକ୍ ରାଷ୍ଟ୍ରର ବିଦେଶ ମନ୍ତ୍ରୀମାନେ ଅଂଶଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି। ତେବେ ଏହି ବୈଠକ କେବେ ହେବ ତାହା ସ୍ଥିର ହୋଇନାହିଁ। ସାଉଦିଆରବ ବିଦେଶ ମନ୍ତ୍ରୀ ପ୍ରିନ୍ସ ଫୈଜଲ ବିନ୍ ଫାର୍ହାନ୍ ଅଲ୍ ସାଉଦ ପାକିସ୍ତାନ ଗସ୍ତରେ ଆସିଥିବା ଅବସରରେ ଓଆଇସି ବୈଠକ ହେବା ନେଇ ସୂଚନା ଦେଇଛନ୍ତି ବୋଲି ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମେହମୁଦ କୁରେସି କାଶ୍ମୀରର ସ୍ଥିତି ନେଇ ଆପତ୍ତି ଉଠାଇଛନ୍ତି। କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ମାନବାଧିକାର ଉଲ୍ଲଂଘନ ହୋଇଛି ବୋଲି ପାକିସ୍ତାନ ବିଦେଶ ମନ୍ତ୍ରୀ କହିଛନ୍ତି।
Follow Us