ସମୁଦ୍ରରୁ ମିଳିଲା ୧୩୦୦ ବର୍ଷ ପୁରୁଣା ଜାହାଜ

ସମୁଦ୍ରରୁ ମିଳିଲା ୧୩୦୦ ବର୍ଷ ପୁରୁଣା ଜାହାଜ

ଇସ୍ରାଏଲର ସମୁଦ୍ର ତଟରୁ ୧୩୦୦ ବର୍ଷ ପୁରୁଣା ଏକ ବ୍ୟବସାୟିକ ଜାହାଜର ଧ୍ବଂସାବଶେଷ ଠାବ ହୋଇଛି। ଏହି ଜାହାଜରୁ ପ୍ରାୟ ୨୦୦ ମାଟି ହାଣ୍ଡି ମିଳିଛି ଯେଉଁଥିରେ ମାଛର ଚଟଣି ଏବଂ ଡ୍ରାଇ ଫ୍ରୁଟ୍‌ସ ଥିବା ସ୍ପଷ୍ଟ ହୋଇଛି। ୮୨ ଫୁଟ ଲମ୍ବ ଏହି ଜାହାଜ ଅଖରୋଟ କାଠରେ ତିଆରି ହୋଇଥିବା ଗ‌େବଷକମାନେ କହିଛନ୍ତି। ଏହି ଜାହାଜ ତୁର୍କୀ କିମ୍ବା ଉତ୍ତର ଆଫ୍ରିକା ତଟରୁ ଆସିଥିବା ଅନୁମାନ କରାଯାଉଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe