photo-livemint
ନୂଆଦିଲ୍ଲୀ: ନେସନାଲ କନଫରେନସ୍ ନେତା ଓମର ଅବଦୁଲ୍ଲା ନିଜର ଟୁଇଟରରେ ଉଲ୍ଲେଖ କରିଛନ୍ତି ଯେ ଜମ୍ମୁ-କଶ୍ମୀର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେତେକ ବୁଥରେ ଥିବା ଇଭିଏମ୍ ମେସିନରେ କଂଗ୍ରେସ ବଟନ୍ କାମ କରୁନାହିଁ। ବିଶେଷ କରି ପୁଞ୍ଚ ଜିଲ୍ଲାର କେତେକ ବୁଥ୍ରେ ଏହା ପରିଲକ୍ଷିତ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।
ଏସଂପର୍କରେ ଶାହପୁର ପୋଲିଂ ଅଧିକାରୀ କହିଛନ୍ତି ଯେ ଏ ବିଷୟରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୪ରେ ଜମ୍ମୁ-କଶ୍ମୀର ଲୋକସଭା ଆସନରୁ ବିଜେପିର ଯୁଗଳ କିଶୋର ବିଜୟୀ ହୋଇଥିଲେ।
Follow Us