ଟନେଲ୍‌ ଭୁଶୁଡ଼ି ଜଣେ ମୃତ, ଫସିଛନ୍ତି ୧୦

Advertisment
ଟନେଲ୍‌ ଭୁଶୁଡ଼ି ଜଣେ ମୃତ, ଫସିଛନ୍ତି ୧୦

DNA India

ଜମ୍ମୁ କାଶ୍ମୀର : ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଖୋନି ନାଲ୍ଲାଠାରେ ଏକ ନିର୍ମାଣାଧୀନ ଟନେଲର କିଛି ଅଂଶ ଗୁରୁବାର ରାତିରେ ଭୁଶୁଡ଼ି ପଡ଼ିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ଏବଂ ୧୦ ଜଣ ଭଗ୍ନସ୍ତୂପ ତଳେ ଫସି ରହିଥିବା ଅଧିକାରୀମାନେ କହିଛନ୍ତି। ଅଡିଟ୍ ଚାଲିଥିବାବେଳେ ଟନେଲର ପ୍ରାୟ ୩୦ରୁ ୪୦ ମିଟର ଅଂଶ ଭୁଶୁଡ଼ି ପଡ଼ିଥିଲା। ତୁରନ୍ତ ପୁଲିସ ଏବଂ ସେନା ପକ୍ଷରୁ ମିଳିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe