ପିଡିଏସ୍‌ (ଗଣ ବଣ୍ଟନ ବ୍ୟବସ୍ଥା) ଅଧୀନରେ ରହୁଥିବା ଗ୍ରାହକମାନେ ଖୁବ୍‌ ଶୀଘ୍ର ପାଇବେ ‘ୱାନ୍‌ ନେସନ୍‌ ୱାନ୍‌ ରେସନ୍‌’ କାର୍ଡ ସୁବିଧା

Advertisment
ପିଡିଏସ୍‌ (ଗଣ ବଣ୍ଟନ ବ୍ୟବସ୍ଥା) ଅଧୀନରେ ରହୁଥିବା ଗ୍ରାହକମାନେ ଖୁବ୍‌ ଶୀଘ୍ର ପାଇବେ ‘ୱାନ୍‌ ନେସନ୍‌ ୱାନ୍‌ ରେସନ୍‌’ କାର୍ଡ ସୁବିଧା

ନୂଆଦିଲ୍ଲୀ : ପିଡିଏସ୍‌ (ଗଣ ବଣ୍ଟନ ବ୍ୟବସ୍ଥା) ଅଧୀନରେ ରହୁଥିବା ଗ୍ରାହକମାନେ ଖୁବ୍‌ ଶୀଘ୍ର ‘ୱାନ୍‌ ନେସନ୍‌ ୱାନ୍‌ ରେସନ୍‌ କାର୍ଡ’ (ଗୋଟିଏ ରାଷ୍ଟ୍ର-ଗୋଟିଏ ରେସନ କାର୍ଡ)ର ସୁବିଧା ପାଇବେ। ଏହି ଯୋଜନା ଅଧୀନରେ ଯେକୌଣସି ରେସନ୍‌ କେନ୍ଦ୍ରରୁ ସେମାନେ ସାମଗ୍ରୀ କିଣିପାରିବେ। ସମସ୍ତ ଉପଭୋକ୍ତାଙ୍କର ଆଧାରକୁ ଅନଲାଇନ୍‌ କରାଯାଇଛି। ରେସନ୍‌ କାର୍ଡ ବିସ୍ତୃତ ବିବରଣୀକୁ ଆଧାର କାର୍ଡ ସହ ସଂଯୋଗ ପାଇଁ ଡିସେମ୍ବର ୩୧ ପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe