ମୋଦୀ ସରକାର ଯେତେବେଳେ ଅଡୁଆରେ ପଡୁଛନ୍ତି, ମୋତେ ଟାର୍ଗେଟ୍ କରାଯାଉଛି
ରବର୍ଟ ଭଦ୍ରା, ସୋନିଆ ଗାନ୍ଧୀଙ୍କ ଜାମାତା
ଭାରତ-ଫ୍ରାନ୍ସ ମଧ୍ୟରେ ରାଫେଲ୍ ଚୁକ୍ତି ବେଳେ ମୁଁ ରାଷ୍ଟ୍ରପତି ନଥିଲି
ଇମାନୁଏଲ୍ ମ୍ୟାକ୍ରନ୍, ଫ୍ରାନ୍ସ ରାଷ୍ଟ୍ରପତି
ଆର୍ଏସ୍ଏସ୍୍ର ମୁକ୍ତ ବିଚାରଧାରା ଉପରୁ ପରଦା ହଟାଇଛନ୍ତି ମୋହନ ଭାଗବତ
ରାମ ମାଧବ, ବରିଷ୍ଠ ବିଜେପି ନେତା
ଆମ୍ପାୟରଙ୍କ ତ୍ରୁଟି ନେଇ ସର୍ବସାଧାରଣରେ ଆଲୋଚନା କରି ଜରିମାନା ଦେବାକୁ ଚାହୁନାହିଁ
ମହେନ୍ଦ୍ର ସିଂହ ଧୋନି, କ୍ରିକେଟର୍
ପ୍ରକୃତ ଭଲ ପାଇବାର ଶକ୍ତି କ’ଣ ତାହା ମୁଁ ଅନୁଷ୍କାଙ୍କ ଯୋଗୁଁ ଅନୁଭବ କରିପାରିଛି
ବିରାଟ କୋହଲି, କ୍ରିକେଟର
ଦେଶର ସେନାବାହିନୀ ଅପ୍ରଦୂଷିତ ରହୁ
ଡ. ମନମୋହନ ସିଂହ, ପୂର୍ବ ପ୍ରଧାନମନ୍ତ୍ରୀ
କ୍ରିକେଟ୍ ଏକ ଅଧିନାୟକଙ୍କ ଖେଳ; କୋଚ୍ ପଛ ସିଟ୍ରେ ବସନ୍ତି
ସୌରଭ ଗାଙ୍ଗୁଲି, ପୂର୍ବତନ ଅଧିନାୟକ
ସୋନିଆ ଓ ଚିଦମ୍ବରମ୍ଙ୍କୁ କେନ୍ଦ୍ର ଅର୍ଥ ସଚିବ ବଞ୍ଚାଉଛନ୍ତି
ସୁବ୍ରମଣ୍ୟମ୍ ସ୍ବାମୀ, ବିଜେପି ନେତା
ରଘୁରାମ୍ ରାଜନ୍ ଜାଣନ୍ତୁ, ଅପରେସନ୍ଠାରୁ ପୋଷ୍ଟ୍ମର୍ଟମ୍ ସହଜ
ଅରୁଣ ଜେଟ୍ଲି, ଅର୍ଥ ମନ୍ତ୍ରୀ
ମତ-ମନ୍ତବ୍ୟ
Advertisment
Follow Us