ନୂଆଦିଲ୍ଲୀ/ଭୁବନେଶ୍ବର: ଆମ୍ବେଦକର ପ୍ରସଙ୍ଗରେ ସଂସଦ ଅଚଳ ହୋଇପଡ଼ିଛି। ଏପରିସ୍ଥଳେ ଗୁରୁବାର ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଉଭୟ ଦଳର ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଠେଲାପେଲାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ହୋଇଛନ୍ତି ।
#WATCH | Delhi: Union Ministers Shivraj Singh Chouhan and Pralhad Joshi meet BJP MPs Pratap Chandra Sarangi and Mukesh Rajput at RML Hospital. They are admitted here after sustaining injuries during jostling with INDIA Alliance MPs. Both INDIA Alliance and NDA MPs were carrying… pic.twitter.com/O7Fciv2Uxa
— ANI (@ANI) December 19, 2024
ରାହୁଲ ଗାନ୍ଧୀ ମୁକେଶ ରାଜପୁତଙ୍କୁ ଠେଲି ଦେବାରୁ ମୁଁ ତଳେ ପଡ଼ି ଆହତ ହୋଇଥିବା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।
ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏନେଇ ଲୋକସଭାକୁ ଦିନ ୨ଟା ପର୍ଯ୍ୟନ୍ତ ବାଚସ୍ପତିମୁଲତବୀ କରିଥିଲେ।
#WATCH | TDP MP Appalanaidu Kalisetti meets BJP MP Pratap Chandra Sarangi at RML Hospital. He is admitted here after sustaining injuries during jostling with INDIA Alliance MPs.
— ANI (@ANI) December 19, 2024
(Video Source: Appalanaidu Kalisetti) pic.twitter.com/IOE6fUe2gJ
ଅଧିକ ପଢ଼ନ୍ତୁ: ସଶସ୍ତ୍ର ପୁଲିସ ଜଗିବେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ
ଏହି ଘଟଣାକୁ ନେଇ ଢ଼େଙ୍କାନାଳ ବିଜେପି ସାଂସଦ ରୁଦ୍ର ନାରାୟଣ ପାଣି କହିଛନ୍ତି କଂଗ୍ରେସର ଏଭଳି ଅଭଦ୍ରାମୀ ବିନାଶ କାଳେ ବିପରୀତ ବୁଦ୍ଧି ଭଳି। କଂଗ୍ରେସର ଅବସ୍ଥା ଆହୁରି ଦୟନୀୟ ହେବ। ଏହା ରାହୁଲ ଗାନ୍ଧୀଙ୍କ ମୁର୍ଖାମୀ।
#WATCH | TDP MP Appalanaidu Kalisetti meets BJP MP Mukesh Rajput at RML Hospital. He is admitted here after sustaining injuries during jostling with INDIA Alliance MPs.
— ANI (@ANI) December 19, 2024
(Video Source: Appalanaidu Kalisetti) pic.twitter.com/NYS8ZrSNca
ନିରାଶ ହୋଇ କଂଗ୍ରେସ ଏବେ ଗୁଣ୍ଡାଗର୍ଦ୍ଦି କରୁଛି। ରାହୁଲ ପୂର୍ବତନ ମନ୍ତ୍ରୀଙ୍କୁ ଜାଣିଛନ୍ତି। ସେ ଏଭଳି କରିବା ନିନ୍ଦନୀୟ ବୋଲି ରୁଦ୍ର ପାଣି କହିଛନ୍ତି। ଏନେଇ ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବାଚସ୍ପତିଙ୍କ ନିକଟରେ ଦାବି କରିବୁ ବୋଲି ରୁଦ୍ର ପାଣି କହିଛନ୍ତି।
#WATCH | Earlier visuals when Lok Sabha LoP Rahul Gandhi moved to the spot where BJP MP Pratap Chandra Sarangi was seated after sustaining a head injury following jostling with INDIA alliance MPs. Sarangi is now admitted to RML hospital for medical treatment.
— ANI (@ANI) December 19, 2024
(Video: BJP leader… pic.twitter.com/LmxhvaykHe
ଅଧିକ ପଢ଼ନ୍ତୁ: ଆଗାମୀ ଜାନୁଆରିରୁ ଉତ୍ତରାଖଣ୍ଡରେ ଲାଗୁହେବ ୟୁନିଫର୍ମ ସିଭିଲ କୋଡ୍