ବିରୋଧୀ ଦଳ ଷଡ଼ଯନ୍ତ୍ର କରୁଛନ୍ତି: ଯୋଗୀ

Advertisment
ବିରୋଧୀ ଦଳ ଷଡ଼ଯନ୍ତ୍ର କରୁଛନ୍ତି: ଯୋଗୀ

Image Courtesy of Zee News

ଲକ୍ଷ୍ନୌ : ହାଥରସ୍‌ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀ ଦଳମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଯୋଗୀ କହିଛନ୍ତି, ବିରୋଧୀ ଦଳମାନେ ରାଜ୍ୟ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ଏବଂ ସେମାନେ ଜାତି, ଧର୍ମ ଏବଂ ଅଞ୍ଚଳକୁ ନେଇ ରାଜନୀତି କରୁଛନ୍ତି। ‌ଯେଉଁମାନେ ଜାତି, ଧର୍ମ ଏବଂ ଅଞ୍ଚଳକୁ ନେଇ ସମାଜକୁ ବିଭା‌ଜନ କରିଛନ୍ତି ସେମାନେ ଏବେ ବି ତାହା ବଜାୟ ରଖିଛନ୍ତି। ସେମାନେ ବିକାଶ ଦେଖିପାରୁନାହାନ୍ତି ବୋଲି ଯୋଗୀ ‌କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe