ଆଚରଣ ବିଧି ଉଲ୍ଲଂଘନ ମାମଲା:୪୯ରୁ ୪୩ ମାମଲାରେ ରାୟ ପ୍ରକାଶ

Advertisment
ପଶ୍ଚିମ ବଙ୍ଗ : ଆଉ ଦୁଇ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱରୁ ହଟାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚରେ ଏ ପର୍ଯ୍ୟନ୍ତ ୪୯ଟି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲା ନିର୍ବାଚନ କମିସନଙ୍କ ନିକଟରେ ଦାଖଲ ହୋଇଛି। ଏହି ଅଭିଯୋଗଗୁଡ଼ିକ ମଧ୍ୟରୁ ୪୩ଟି ମାମଲରେ ରାୟ ପ୍ରକାଶ ପାଇସାରିଛି ବୋଲି ଆଜି କମିସନଙ୍କ ପକ୍ଷରୁ କୁହାଯାଇଛି । ଡେପୁଟି ନିର୍ବାଚନ କମିସନର ସନ୍ଦୀପ ସକ୍ସେନା କହିଛନ୍ତି ଯେ ୨୮ଟି ଅଭିଯୋଗ ସାବ୍ୟସ୍ତ ହୋଇଥିବା ବେଳେ ସେ କ୍ଷେତ୍ରରେ ଚେତାବନୀ ଜାରି ସହ କଟକଣା ଆଦି ଲାଗୁ ହୋଇଛି। କେତେକ ମାମଲାରେ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରାର୍ଥୀଙ୍କ ବିରୋଧରେ ଏଫ୍‌ଆଇଆର୍‌ ମଧ୍ୟ ଦାଖଲ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe