ନୂଆଦିଲ୍ଲୀ: ଏୟାରସେଲ୍-ମାକ୍ସିସ୍ ମାମଲାରେ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମଙ୍କୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ କୋର୍ଟ ଆଜି ତାଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ଅନ୍ୟପକ୍ଷେ ସୁପ୍ରିମକୋର୍ଟ ଆଜି କାର୍ତ୍ତିଙ୍କ ବିଦେଶ ଗସ୍ତ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ତାଙ୍କ ଉପରେ ଥିବା ଲୁକ୍ଆଉଟ୍ ସର୍କୁଲାର୍କୁ ହଟାଇ ଦିଆଯାଇଛି।
ଚିଦମ୍ବରମଙ୍କୁ ଅନ୍ତରୀଣ ଜାମିନ
Advertisment
Follow Us