ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀମାନଙ୍କୁ ଛଡ଼ାଯିବ ନାହିଁ: ହରଭଜନ

Advertisment

ହରଭଜନ ସିଂହ କହିଛନ୍ତି, ‘ପର୍ଯ୍ୟଟକଙ୍କ ଉପରେ ଏପରି ଆକ୍ରମଣ କରିଥିବା ଆତଙ୍କବାଦୀମାନଙ୍କୁ ଛଡ଼ାଯିବ ନାହିଁ। ଏହି ନୃଶଂସ ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ପରିବାର ସହିତ ମୋର ସମବେଦନା ରହିଛି। ଏହି ଆକ୍ରମଣକୁ କ୍ଷମା କରାଯାଇପାରିବ ନାହିଁ।"

sdrte

ପହଲଗାମ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂହ ଦୁଃଖ ପ୍ରକାଶ କରିଛନ୍ତି। 

ହରଭଜନ ସିଂହ କହିଛନ୍ତି, ‘ପର୍ଯ୍ୟଟକଙ୍କ ଉପରେ ଏପରି ଆକ୍ରମଣ କରିଥିବା ଆତଙ୍କବାଦୀମାନଙ୍କୁ ଛଡ଼ାଯିବ ନାହିଁ। ଏହି ନୃଶଂସ ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ପରିବାର ସହିତ ମୋର ସମବେଦନା ରହିଛି। ଏହି ଆକ୍ରମଣକୁ କ୍ଷମା କରାଯାଇପାରିବ ନାହିଁ।"

ସେହିପରି ପୂର୍ବତନ ଭାରତୀୟ କ୍ରିକେଟର ଏବଂ ବର୍ତ୍ତମାନ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହିତ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, "ମୃତକଙ୍କ ପରିବାର ପାଇଁ ମୁଁ ପ୍ରାର୍ଥନା କରୁଛି। ଏଥିପାଇଁ ଦାୟୀ ଥିବାଲୋକଙ୍କୁ ନିଶ୍ଚୟ ସେମାନଙ୍କ କର୍ମର ଫଳ ମିଳିବ। ଭାରତ ଏହି ଆକ୍ରମଣର ନିଶ୍ଚୟ କଡ଼ା ଜବାବ ଦେବ।’

କାଶ୍ମୀରର ପହଲଗାମ ସହରର ନିକଟରେ 'ମିନି ସ୍ୱିଜରଲ୍ୟାଣ୍ଡ' ଭାବରେ ପରିଚିତ ପର୍ଯ୍ୟଟନ ସ୍ଥଳ ବୈସରନ ପର୍ବତାଞ୍ଚଳରେ ଗତମଙ୍ଗଳବାର ସନ୍ଧ୍ୟାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ଅଛନ୍ତି।

୨୦୧୯ ମସିହାରେ ପୁଲୱାମା ଆକ୍ରମଣ ପରେ ଏହା ପର୍ବତାଞ୍ଚଳରେ ହୋଇଥିବା ଆକ୍ରମଣ ମଧ୍ୟରୁ ସବୁଠାରୁ ବଡ଼ ଆକ୍ରମଣ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe