ପାକ୍‌ ଡ୍ରୋନ୍‌କୁ ଖସାଇଲା ବିଏସ୍‌ଏଫ୍‌

Advertisment
ପାକ୍‌ ଡ୍ରୋନ୍‌କୁ ଖସାଇଲା ବିଏସ୍‌ଏଫ୍‌

ପଞ୍ଜାବ : ପଞ୍ଜାବର ଅନ୍ତର୍ଜାତୀୟ ସୀମା ଦେଇ ପାକିସ୍ତାନରୁ ଭାରତକୁ ପ୍ରବେଶ କରୁଥିବା ଏକ ଡ୍ରୋନ୍‌କୁ ଆଜି ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଯବାନମାନେ ଗୁଳି କରି ଖସାଇ ଦେଇଛନ୍ତି। ଏହି ଡ୍ରୋନ୍ ଆଇବି (ଆନ୍ତର୍ଜାତୀୟ ସୀମା) ଦେଇ ପାକିସ୍ତାନ ଅଞ୍ଚଳରେ ପଡ଼ିଛି ବୋଲି ବିଏସ୍‌ଏଫ୍‌ ମୁଖପାତ୍ର କହିଛନ୍ତି। ପଞ୍ଜାବର ଅମୃତସର ସେକ୍ଟରର ସୀମା ପୋଷ୍ଟ 'ବାବାପିର' ନିକଟରେ ଗତକାଲି ମଧ୍ୟରାତିରେ ଏହି ଘଟଣା ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe