ରାଜୌରୀ, ପୁଂଚ୍‌ରେ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ

Advertisment
ରାଜୌରୀ, ପୁଂଚ୍‌ରେ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ

themorningchronicle.in

ଶ୍ରୀନଗର : ଆଜି ପାକିସ୍ତାନ ସେନା ନିୟନ୍ତ୍ରଣ ରେଖା ନିକଟରେ ରାଜୌରୀ ଓ ପୁଂଚ୍‌ରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳି ବର୍ଷା କରିଛି। ଆଜି ସକାଳେ ରାଜୌରୀର ନୌସେରା ସେକ୍ଟରରେ ଏବଂ ସନ୍ଧ୍ୟାରେ ମେନ୍ଧର, କ୍ରିଷ୍ଣାଘାଟି ଏବଂ ପୁଂଚ୍‌ ସେକ୍ଟରରେ ମଧ୍ୟ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳି ବର୍ଷା କରିଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି। ତେବେ ଭାରତୀୟ ସେନା ପାକ୍‌ ସେନାର ଉଚିତ୍‌ ଜବାବ ଦେଇଛନ୍ତି ବୋଲି ମୁଖପାତ୍ର କହିଛନ୍ତି। ଗତକାଲି ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ୨ ଜଣ ପାକ୍‌ ସୈନିକ ନିପାତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe