ପାକିସ୍ତାନ: ଡକାୟତଙ୍କ ଆକ୍ରମଣରେ ୭ ପୁଲିସ ମୃତ, ୨୦ ଅପହୃତ

Advertisment
ପାକିସ୍ତାନ: ଡକାୟତଙ୍କ ଆକ୍ରମଣରେ ୭ ପୁଲିସ ମୃତ, ୨୦ ଅପହୃତ

latestnews.fresherslive.com

ଇସ୍‌ଲାମାବାଦ : ପାକିସ୍ତାନର ସିନ୍ଧ ପ୍ରଦେଶରେ ଡକାୟତମାନେ ୭ ଜଣ ପୁଲିସ କର୍ମୀଙ୍କୁ ହତ୍ୟା କରିଥିବାବେଳେ ୨୦ ଜଣଙ୍କୁ ଅପହରଣ କରି ନେଇଛନ୍ତି। ଘୋଟକି ଜିଲ୍ଲାର ଏକ ପୁଲିସ୍ କ୍ୟାମ୍ପରେ ଆଜି ୧୦ ଜଣ ଡକାୟତ ଅଚାନକ ଆକ୍ରମଣ କରିଥିଲେ। ଏହି ଡକାୟତଙ୍କୁ ଦମନ କରିବା ପାଇଁ ପୁଲିସ ପକ୍ଷରୁ ଘୋଟକି ଜିଲ୍ଲାରେ ସ୍ବତନ୍ତ୍ର ଶିବିର ପ୍ରତିଷ୍ଠା କରାଯାଇଥିଲା ବୋଲି ସିନୁଆ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି। ଏହି ଘଟଣା ପରେ ଏକ ବିଶାଳ ପୁଲିସ ବାହିନୀ ସର୍ଚ୍ଚ ଅପରେସନ ଚଳାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe