ଜମି ଦୁର୍ନୀତି ମାମଲାରେ ଇମ୍ରାନଙ୍କୁ ୧୪ ଓ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌

ଜମି ଦୁର୍ନୀତି ମାମଲାରେ ଶୁକ୍ରବାର ଏକ ସ୍ଥାନୀୟ କୋର୍ଟ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ୧୪ ବର୍ଷ ଓ ତାଙ୍କ ପତ୍ନୀ ବୁସ୍‌ରା ବିବିଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। 

Thumbnail

ଇସ୍‌ଲାମବାଦ୍‌: ଜମି ଦୁର୍ନୀତି ମାମଲାରେ ଶୁକ୍ରବାର ଏକ ସ୍ଥାନୀୟ କୋର୍ଟ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ୧୪ ବର୍ଷ ଓ ତାଙ୍କ ପତ୍ନୀ ବୁସ୍‌ରା ବିବିଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। 

ପତି-ପତ୍ନୀଙ୍କୁ ଏହି ଦଣ୍ଡାଦେଶ ଅଲ୍‌-କାଦିର୍‌ ୟୁନିଭରସିଟି ପ୍ରୋଜେକ୍ଟ ଟ୍ରଷ୍ଟ୍‌ ସହି ଜଡ଼ିତ ଦୁର୍ନୀତି ମାମଲାକୁ ନେଇ ମିଳିଛି। ଏହି ମାମଲାରେ ଇମ୍ରାନ ନିଜ ଆସନର ଦୁରୁପଯୋଗ କରିଥିବା ବି ପ୍ରମାଣିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe