ସକାଳୁ ସକାଳୁ ଥରିଲା ପାକିସ୍ତାନ

Advertisment

ରବିବାର ଭୋର ୩:୫୪ ସମୟରେ ପାକିସ୍ତାନରେ ୫.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ଯୋଗୁ ଘରେ ଶୋଇଥିବା ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ...

ରବିବାର ଭୋର ୩:୫୪ ସମୟରେ ପାକିସ୍ତାନରେ ୫.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ଯୋଗୁ ଘରେ ଶୋଇଥିବା ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ...

Pakistan in turmoil from morning

Pakistan in turmoil from morning Photograph: (sambad.in)

ଇସଲାମାବାଦ: ରବିବାର ସକାଳେ ପାକିସ୍ତାନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ମାପ କରାଯାଇଛି। ଭୂକମ୍ପ ଯୋଗୁ ଘରେ ଶୋଇଥିବା ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ।

ଅଧିକ ପଢ଼ନ୍ତୁ: ଶରଧାବାଲିରେ ଦଳାଚକଟା ଭଳି ପରିସ୍ଥିତି: ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଭୂକମ୍ପର କେନ୍ଦ୍ରସ୍ଥଳ ମୁଲତାନରୁ ୧୪୯ କିଲୋମିଟର ଦୂରରେ ଭୂଗର୍ଭର ୧୫୦ କିଲୋମିଟର ଗଭୀରତାରେ ଥିବା ନ୍ୟାସନାଲ ସେଣ୍ଟର ଅଫ୍ ସିସମୋଲୋଜିର ରିପୋର୍ଟ କରାଯାଇଛି ।

ଏପର୍ଯ୍ୟନ୍ତ କୌଣସି ଧନଜୀବନ ହାନିର ରିପୋର୍ଟ ମିଳିନାହିଁ। ବିପର୍ଯ୍ୟୟ ପରିଚାଳନା ଦଳଗୁଡ଼ିକ ପରିସ୍ଥିତି ଉପରେ ନଜର ରଖିଛନ୍ତି।

ଅଧିକ ପଢ଼ନ୍ତୁ: 'ମୋ ପୁଅର ଶୁକ୍ରାଣୁ ମୋତେ ଦିଅନ୍ତୁ': ବମ୍ବେ ହାଇକୋର୍ଟରେ ଜଣେ ଅସହାୟ ମାଆଙ୍କ କରୁଣ ନିବେଦନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe