ମୋଦୀଙ୍କ ବିମାନ ଉଡ଼ାଣ ପାଇଁ ଅନୁମତି ଦେବ ପାକିସ୍ତାନ

Advertisment
ମୋଦୀଙ୍କ ବିମାନ ଉଡ଼ାଣ ପାଇଁ ଅନୁମତି ଦେବ ପାକିସ୍ତାନ

ଇସଲାମାବାଦ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ପାକ୍‌ ବାୟୁ ସୀମାରେ ଉଡ଼ାଣ କରିବାପାଇଁ ପାକିସ୍ତାନ ଅନୁମତି ଦେବ। ଆସନ୍ତା ଜୁନ୍‌ ୧୩-୧୪ ତାରିଖରେ କିର୍ଗିଜ୍‌ସ୍ତାନର ବିସ୍କେକ‌୍‌ରେ ହେବାକୁ ଥିବା ଏସ୍‌ସିଓ (ସାଂଘାଇ ସହଯୋଗ ସଂଗଠନ) ସମ୍ମିଳନୀରେ ମୋଦୀ ଯୋଗ ଦେବେ। ଏଥିପାଇଁ ମ‌ୋଦୀଙ୍କ ବିମାନ ପାକ୍‌ ବାୟୁସେନାରେ ଉଡ଼ାଣ କରିବାପାଇଁ ଭାରତ ପକ୍ଷରୁ ପାକିସ୍ତାନଠାରୁ ଅନୁମତି ମଗାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe