ଭାରତ ସହ ସର୍ତ୍ତମୂଳକ ଆଲୋଚନା ପାଇଁ ପାକିସ୍ତାନ ରାଜି

Advertisment
ଭାରତ ସହ ସର୍ତ୍ତମୂଳକ ଆଲୋଚନା ପାଇଁ ପାକିସ୍ତାନ ରାଜି

ଇସଲାମାବାଦ: ଭାରତ ସହିତ ଆଲୋଚନା ପାଇଁ ପାକିସ୍ତାନ ରାଜି ଅଛି। ତେବେ ଏହି ଆଲୋଚନା ସର୍ତ୍ତମୂଳକ ରହିବ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ଆଜି କହିଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଏହା କହିଛନ୍ତି। ଆତଙ୍କ ଏବଂ ହିଂସାମୁକ୍ତ ପରିବେଶରେ ପାକିସ୍ତାନ ସହିତ ଭାରତ ସମସ୍ତ ପ୍ରସଙ୍ଗର ଦ୍ବିପାକ୍ଷିକ ଆଲୋଚନା କରିବାକୁ ରାଜି ‌ଅଛି ବୋଲି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe