ରାଜୌରି ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ପାକ୍ ଆତଙ୍କୀ ଗୋଷ୍ଠୀ

Advertisment
ରାଜୌରି ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ପାକ୍ ଆତଙ୍କୀ ଗୋଷ୍ଠୀ

Mint

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ରାଜୌରୀଠାରେ ଅଗଷ୍ଟ ୧୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦ୍ବାରା ପ୍ରାୟୋଜିତ ଏକ ପାକିସ୍ତାନୀ ଆତଙ୍କବାଦୀ ସଂସ୍ଥା ଭିଡିଓ ଜାରି କରି ନିଜକୁ ଦାୟୀ କରିଛି। ଏଥି ସହ ଭାରତ ଦ୍ବାରା ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ କରାଇ ଦେବ ନାହିଁ ବୋଲି ଧମକ ଦେଇଛି। ନୂଆ ଆତଙ୍କବାଦୀ ସଂଗଠନ ‘ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ’ (ପିଏଏଫ୍‌ଏଫ୍‌) ଏକ ଭିଡିଓ ଜାରି କରି ଉକ୍ତ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଏଥିସହ ଏହି ସଂଗଠନ ଆହୁରି ବଡ଼ ଆକ୍ରମଣ କରିବ ବୋଲି ଧମକ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe