ପଞ୍ଚକୁଳା ହିଂସାରେ ୧୨୭ କୋଟି ନଷ୍ଟ

Advertisment
ପଞ୍ଚକୁଳା ହିଂସାରେ  ୧୨୭ କୋଟି ନଷ୍ଟ

ଚଣ୍ଡିଗଡ଼ : ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ଦୁଷ୍କର୍ମ ମାମଲାରେ ସ୍ୱତନ୍ତ୍ର ସିବିଆଇ ଅଦାଲତ ଦୋଷୀ ସାବ୍ୟସ୍ତ କରିବା ପରେ ପଞ୍ଚକୁଳାରେ ସଂଘଟିତ ହିଂସାରେ ପାଖାପାଖି ୧୨୬ କୋଟି ୭୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି। ପଞ୍ଜାବ-ହରିଆନା ଉଚ୍ଚ ନ୍ୟାୟାଳୟରେ ହରିଆଣା ଆଡ୍‌ଭୋକେଟ ଜେନେରାଲ ଦାଖଲ କରିଥିବା ଏହି ରିପୋର୍ଟ ଅନୁସାରେ ସରକାରୀ ଏବଂ ବ୍ୟକ୍ତିଗତ ସମ୍ପତ୍ତି ନଷ୍ଟ ସମେତ ବିଭିନ୍ନ ବିଭାଗର ରାଜସ୍ୱ କ୍ଷତି ଏବଂ ହିଂସା ରୋକ ପାଇଁ ନିୟୋଜିତ ସୁରକ୍ଷା ବ୍ୟବସ୍ଥା ଖର୍ଚ୍ଚ ମଧ୍ୟ ଏଥିରେ ସାମିଲ ଅଛି। ଏହି ହିଂସାରେ ଅମ୍ବାଲା ଜିଲ୍ଲାରେ ସର୍ବାଧିକ ୪୬.୮୪ କୋଟିର କ୍ଷତି ହୋଇଥିବା ବେଳେ ତାହା ପଛକୁ ଫତେହବାଦରେ ୧୪.୮୭ କୋଟିର କ୍ଷତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe