ମତଦାନ ପରେ ପରେଶ ରାୱଲଙ୍କ ବଡ ବିବୃତି: ଭୋଟ୍ ନ ‌ଦେଉଥିବା ଲୋକଙ୍କ ଉପରେ ସରକାର ଟିକସ ଲାଗୁ କରିବା ଉଚିତ୍

Advertisment
ମତଦାନ ପରେ ପରେଶ ରାୱଲଙ୍କ ବଡ ବିବୃତି: ଭୋଟ୍ ନ ‌ଦେଉଥିବା ଲୋକଙ୍କ ଉପରେ ସରକାର ଟିକସ ଲାଗୁ କରିବା ଉଚିତ୍

ମୁମ୍ବାଇ: ବଲିଉଡ ଅଭିନେତା ପରେଶ ରାୱଲ ଆଜି ମୁମ୍ବାଇରେ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବା ପରେ ସେ କେବଳ ୫ ବର୍ଷ ବିଷୟରେ ଚିନ୍ତା କରନ୍ତୁ ନାହିଁ, ଆଗାମୀ ୫୦ ବର୍ଷରେ ଦେଶର ବିକାଶ ପାଇଁ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

ଆୟକର ଲାଗୁ ହେବା ପରି ଯେଉଁମାନେ ଭୋଟ୍ ଦିଅନ୍ତି ନାହିଁ ସେମାନଙ୍କ ଉପରେ ସରକାର ଟିକସ ଲାଗୁ କରିବା ଉଚିତ୍। ଏବେ ତାଙ୍କର ଏହି ଭିଡ଼ିଓ ସୋସିଆଲ ମିଡ଼ିଆ‌େ ରଭାଇରାଲ ହେବାରେ ଲାଗଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe