ନଭେମ୍ବର ୧୮ ରୁ ଡିସେମ୍ବର ୧୩ ଯାଏଁ ଚାଲିବ ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ

Advertisment
ନଭେମ୍ବର ୧୮ ରୁ ଡିସେମ୍ବର ୧୩ ଯାଏଁ ଚାଲିବ ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ

Image Source: Zee News

ନୂଆଦିଲ୍ଲୀ: ନଭେମ୍ବର ୧୮ ରୁ ଡିସେମ୍ବର ୧୩ ଯାଏଁ ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ ଚାଲିବ। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପାର୍ଲାମେଣ୍ଟ୍‌ର ଉଭୟ ସଦନର ସଚିବମାନଙ୍କୁ ଅବଗତ କରାଇଛନ୍ତି।

ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ ତାରିଖ ଏବଂ ରଣନୀତି ସଂକ୍ରାନ୍ତରେ ଆଲୋଚନା ନିମନ୍ତେ ଅକ୍ଟୋବର ୧୦ ତାରିଖ ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ କ୍ୟାବିନେଟ୍‌ କମିଟି ଅନ୍‌ ପାର୍ଲାମେଣ୍ଟାରି ଆଫେୟାର୍ସର ବୈଠକ ବସିଥିଲା।

ପ୍ରାୟ ମାସେ ଯାଏଁ ପାର୍ଲାମେଣ୍ଟ୍‌ର ଶୀତକାଳୀନ ଅଧିବେଶନ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe