ମୁମ୍ବାଇ ଉପକୂଳରେ ବୁଡ଼ି ଗଲା ମହାରାଷ୍ଟ୍ର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଯାଉଥିବା ଡଙ୍ଗା; ତଟରକ୍ଷୀ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

Advertisment
ମୁମ୍ବାଇ ଉପକୂଳରେ ବୁଡ଼ି ଗଲା ମହାରାଷ୍ଟ୍ର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଯାଉଥିବା ଡଙ୍ଗା; ତଟରକ୍ଷୀ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବଙ୍କୁ ଧରି ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ଆଜି (ବୁଧବାର) ଅପରାହ୍ଣରେ ମୁମ୍ବାଇ ଉପକୂଳର ଶିବାଜୀ ସମରକ୍‌ ଠାରେ ବୁଡ଼ି ଯାଇଥିବା ଜାଣିବାକୁ ମିଳିଛି। ସମୁଦ୍ରରେ ବୁଡ଼ି ଯାଇଥିବା ଡ଼ଙ୍ଗାଟି ମହାରାଷ୍ଟ୍ର ସରକାରଙ୍କର ବୋଲି ଜଣାପଡ଼ିଛି। ଘଟଣା ସଂପର୍କରେ ଖବର ମିଳିବା ମାତ୍ରେ ତଟରକ୍ଷୀ ବାହିନୀର ଜାହାଜ ଓ ହେଲିକପ୍ଟର ସହ ଯବାନମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe