ଦୁଇ ଆମେରିକୀୟ ପାଇଲେ ଅର୍ଥନୀତିରେ ନୋବେଲ

Advertisment
ଦୁଇ ଆମେରିକୀୟ ପାଇଲେ ଅର୍ଥନୀତିରେ ନୋବେଲ

ନୂଆଦିଲ୍ଲୀ: ସୋମବାର ଆମେରିକାର ପଲ୍ ଆର ମିଲଗ୍ରମ୍ ଏବଂ ରବୋର୍ଟ ବି ଓ୍ୱିଲସନଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ଲାଗି ମନୋନୀତ କରାଯାଇଛି।

‘ଇମ୍ପ୍ରୁଭମେଣ୍ଟସ ଟୁ ଅକ୍ସସନ ଥିଓରି’ ଏବଂ ‘ଇନଭେନସନ୍ ଅଫ୍ ନ୍ୟୁ ଅକ୍ସନ ଫର୍ମାଟ୍’ ପାଇଁ ଏହି ଦୁଇ ଆମେରିକୀୟଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ।
ଗତ ବର୍ଷ ସମଗ୍ର ବିଶ୍ବରୁ ଦାରିଦ୍ର ଦୂର କରିବା ପାଇଁ ଗବେଷଣା କରିଥିବା ନେଇ ଏହି ପୁରସ୍କାର ମାସାଚ୍ୟୁଟସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଦୁଇଜଣ ଗବେଷକ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ପୁରସ୍କାର ଅର୍ଥନୀତିରେ ନୋବେଲ ପାଇଥିଲେ। ଏହି ପ୍ରତିଷ୍ଠିତ ପୁରସ୍କାର ପାଇଁ ଏକ କୋଟି କ୍ରୋନା (ପାଖାପାଖି ୧୧ଲକ୍ଷ ଆମେରିକୀୟ ଡଲାର) ପ୍ରଦାନ କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe