ଅବତରଣ ବେଳେ ରନ୍‌ୱେ ପାଚେରିରେ ଧକ୍କା ହେଲା ବିମାନ

Advertisment

ଉତ୍ତରପ୍ରଦେଶର ଆଲିଗଡ଼ରେ ଆଜି ଏକ ପ୍ରଶିକ୍ଷଣ ବିମାନ ବିମାନବନ୍ଦର‌ରେ ଅବତରଣ କରିବା ସମୟରେ ରନ୍‌ୱେ ପାଚେରିରେ ଧକ୍କା ହୋଇଥିଲା। ଦୁର୍ଘଟଣା ସମୟରେ ଟ୍ରେନି ପାଇଲଟ ପର୍ବ ଜୈନ ବିମାନରେ ଥିଲେ।  ଦୁର୍ଘଟଣା ‌ଯୋଗୁଁ ବିମାନ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ପାଇଲଟ ସୁରକ୍ଷିତ ଅଛନ୍ତି।

sdsdccx

ଆଲିଗଡ଼: ଉତ୍ତରପ୍ରଦେଶର ଆଲିଗଡ଼ରେ ଆଜି ଏକ ପ୍ରଶିକ୍ଷଣ ବିମାନ ବିମାନବନ୍ଦର‌ରେ ଅବତରଣ କରିବା ସମୟରେ ରନ୍‌ୱେ ପାଚେରିରେ ଧକ୍କା ହୋଇଥିଲା। ଦୁର୍ଘଟଣା ସମୟରେ ଟ୍ରେନି ପାଇଲଟ ପର୍ବ ଜୈନ ବିମାନରେ ଥିଲେ।  ଦୁର୍ଘଟଣା ‌ଯୋଗୁଁ ବିମାନ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ପାଇଲଟ ସୁରକ୍ଷିତ ଅଛନ୍ତି।  ବିମାନଟି ପାୟୋନିୟର ଏଭି ଏଭିଏସନ୍‌ କମ୍ପାନିର ଏବଂ ଏହା ଧନିପୁର ଏୟାରଷ୍ଟ୍ରିପ୍‌ରେ ଉଡ଼ାଣ କରୁଥିଲା। ଅପରାହ୍ନ ପ୍ରାୟ ୩.୧୦ର ସମୟରେ ପାଇଲଟ ବିମାନକୁ ଅବତରଣ କରୁଥିବା ସମୟରେ ଏହା ବିମାନବନ୍ଦରର ପାଚେରିରେ ପିଟି ହୋଇଥିଲା। ପାଇଲଟ ବିମାନରୁ ଡେଇଁପଡ଼ି ନିଜ ଜୀବନ ବଞ୍ଚାଇଛନ୍ତି। ବିମାନବନ୍ଦର କର୍ତ୍ତୃପକ୍ଷ ଉକ୍ତ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe