୧୦୦ ଦିନର ଆଜେଣ୍ଡା ପ୍ରସ୍ତୁତ କରିବାକୁ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗକୁ କହିଲେ ପ୍ରଧାନମନ୍ତ୍ରୀ ମୋଦି

Advertisment
୧୦୦ ଦିନର ଆଜେଣ୍ଡା ପ୍ରସ୍ତୁତ କରିବାକୁ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗକୁ କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ମୋଦି ପ୍ରମୁଖ ମନ୍ତ୍ରାଳୟଗୁଡ଼ିକର ଶୀର୍ଷସ୍ତରୀୟ ଅମଲାମାନଙ୍କ ସହ ଏକ ବୈଠକ ଡକାଇଥିଲେ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ କେତେକ ସମସ୍ୟା ବିଷୟରେ ସେମାନଙ୍କ ମତାମତ ଲୋଡ଼ିଥିବା କଥା ବିଶ୍ୱାସ କରାଯାଉଛି।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ ୧୦୦ ଦିନର ଆଜେଣ୍ଡା ପ୍ରସ୍ତୁତ କରିବା ପାଇଁ ସରକାର ସମସ୍ତ ମନ୍ତ୍ରାଳୟ ଏବଂ ବିଭାଗଗୁଡ଼ିକୁ ପୂର୍ବରୁ କହି ସାରିଥିଲେ।

ମେ ୨୩ ତାରିଖରେ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଅନୁଷ୍ଠିତ ହୋଇଥିବା ଏହି ବୈଠକ ସଂକ୍ରାନ୍ତରେ ଆନୁଷ୍ଠାନିକ ଭାବେ କିଛି ଖବର ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe