ଅପରେସନ୍ ସିନ୍ଦୂର ଆକ୍ରମଣ ସମୟରେ ପାକିସ୍ତାନ ସେନା ସହିତ ଠିଆ ହୋଇଥିଲା କଂଗ୍ରେସ: ମୋଦୀ

Advertisment

ଆସାମ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (୧୪ ସେପ୍ଟେମ୍ବର) କଂଗ୍ରେସ ଉପରେ କଡ଼ା ଆକ୍ରମଣ କରି କହିଛନ୍ତି, "କଂଗ୍ରେସ କ୍ଷମତାରେ ଥିବା ସମୟରେ ଆତଙ୍କବାଦୀ ଘଟଣା ଯୋଗୁଁ ଦେଶ ରକ୍ତାକ୍ତ ହେଉଥିଲା।

ଆସାମ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (୧୪ ସେପ୍ଟେମ୍ବର) କଂଗ୍ରେସ ଉପରେ କଡ଼ା ଆକ୍ରମଣ କରି କହିଛନ୍ତି, "କଂଗ୍ରେସ କ୍ଷମତାରେ ଥିବା ସମୟରେ ଆତଙ୍କବାଦୀ ଘଟଣା ଯୋଗୁଁ ଦେଶ ରକ୍ତାକ୍ତ ହେଉଥିଲା।

New Project (26)

ଦରାଙ୍ଗ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର-ପୂର୍ବାଞ୍ଚଳ ପାଇଁ ଏକ ମିଶନରେ ଅଛନ୍ତି। ଆସାମରେ ସେ ୧୮,୫୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରମୁଖ ଭିତ୍ତିଭୂମି ଏବଂ ଶିଳ୍ପ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି।

ଆସାମ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (୧୪ ସେପ୍ଟେମ୍ବର) କଂଗ୍ରେସ ଉପରେ କଡ଼ା ଆକ୍ରମଣ କରି କହିଛନ୍ତି, "କଂଗ୍ରେସ କ୍ଷମତାରେ ଥିବା ସମୟରେ ଆତଙ୍କବାଦୀ ଘଟଣା ଯୋଗୁଁ ଦେଶ ରକ୍ତାକ୍ତ ହେଉଥିଲା। ଏମିତି କି ଅପରେସନ୍ ସିନ୍ଦୂର ସମୟରେ କଂଗ୍ରେସ ପାକିସ୍ତାନ ସେନା ସହିତ ଠିଆ ହୋଇଥିଲା। ପାକିସ୍ତାନର ମିଛ କଂଗ୍ରେସ ପାଇଁ ଏକ ଏଜେଣ୍ଡା ପାଲଟିଛି।

 ଶେଷରେ ଏତିକି କିହିବି ମା କାମାକ୍ଷାଙ୍କ ଆଶୀର୍ବାଦରେ ଅପରେସନ ସିନ୍ଦୂର ସଫଳ ହୋଇଥିଲା ଏବଂ ଏବେ ଆସାମ ବିକାଶର ନୂତନ ପଥରେ ଆଗକୁ ବଢ଼ୁଛି। ସମ୍ପ୍ରତି ପଞ୍ଚାୟତ ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ଏହି କଥାର ପ୍ରମାଣ ଯେ ଜନସାଧାରଣ ଡବଲ ଇଞ୍ଜିନ ସରକାରଙ୍କ କାର୍ଯ୍ୟରେ ଖୁସି ଅଛନ୍ତି। ଭାରତ ଆଜି ବିଶ୍ୱର ସବୁଠାରୁ ଦ୍ରୁତ ବିକାଶଶୀଳ ଦେଶ ଏବଂ ଉତ୍ତର-ପୂର୍ବ, ବିଶେଷକରି ଆସାମ, ବିକାଶ ଯାତ୍ରାରେ ଏକ ନୂତନ ପରିଚୟ ସୃଷ୍ଟି କରୁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe