ଓଡ଼ିଶାବାସୀଙ୍କୁ ରଜ ଅବସରରେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଶାବାସୀଙ୍କୁ ରଜ ଅବସରରେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ଓଡ଼ିଆଙ୍କ ବଡ଼ ପର୍ବ ରଜ। ଓଡ଼ିଆଙ୍କୁ ଏହି ପର୍ବର ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଉଭୟ ଇଂରାଜି ଓ ଓଡ଼ିଆରେ ଦୁଇଟି ଟ୍ଵିଟ୍‌ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ଵିଟ୍‌ କରି ଲେଖିଛନ୍ତି, ‘ ଓଡ଼ିଶାର ରଜ ପର୍ବ ଏକ ପବିତ୍ର ଉତ୍ସବ। ଯାହା ଆମ ସମାଜକୁ ସୁଦୃଢ଼ କରିବା ସହ ଭାତୃତ୍ୱ ଭାବକୁ ବଢ଼ାଇଥାଏ। ଏହି ଅବସରରେ ମୋର ସମସ୍ତଙ୍କୁ ଶୁଭକାମନା। ସଭିଙ୍କ ସୁଖ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe