ସେପ୍ଟେମ୍ବର ୨୫ରେ ‘ସୌଭାଗ୍ୟ’ ଯୋଜନାର ଶୁଭାରମ୍ଭ କରିବେ ମୋଦି !

Advertisment
ସେପ୍ଟେମ୍ବର ୨୫ରେ ‘ସୌଭାଗ୍ୟ’ ଯୋଜନାର ଶୁଭାରମ୍ଭ କରିବେ ମୋଦି !
ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ନୂତନ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନାର ନାମ ରହିଛି ‘ସୌଭାଗ୍ୟ’। ସେପ୍ଟେମ୍ବରର ୨୫ରେ ଆରଏସଏସ୍‌ ବିଚାରକ ଦୀନଦୟାଲ ଉପାଧ୍ୟୟଙ୍କ ଜୟନ୍ତୀ ଅବସରରେ ‘ସୌଭାଗ୍ୟ’ ଯୋଜନାର ଶୁଭାରମ୍ଭ ହେବ। ଏହି ଦିନକୁ ମୋଦି ‘ପାୱାର୍‌ ଫର୍‌ ଅଲ୍‌’ ସ୍କିମ ନାମରେ ନାମିତ କରିବେ ବୋଲି କେନ୍ଦ୍ରୀୟ ମନ୍ତ୍ରୀ ଆର୍‌ କେ ସିଂହ ସୂଚନା ଦେଇ କହିଛନ୍ତି ।
 
 ମୋଦି ଦେଶବାସୀଙ୍କୁ ୨୪ ଘଣ୍ଟିଆ  ସେବା ଦେବା ପାଇଁ ‘ପାୱାର୍‌ ଫର୍‌ ଅଲ୍‌’ର ଶୁଭାରମ୍ଭ କରିବେ । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଦେଶର ସମସ୍ତ ଗାଁକୁ ବିଜୁଳି ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଜୋରସୋର କାମ ଆରମ୍ଭ କରିଦେଇଛନ୍ତି। ୨୦୧୯ ଅର୍ଥିକ ର୍ନିବାଚନ ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍‌ ମାରିବାକୁ ଲକ୍ଷ ରଖିଛନ୍ତି ମୋଦି ସରକାର।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe