ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲ୍ଓ୍ଵାମାଠାରେ ଆତଙ୍କବାଦୀମାନେ ଜଣେ ପୁଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହାପରେ ସେମାନେ ତାଙ୍କ ରାଇଫଲ୍ ଧରି ଫେରାର ହୋଇଯାଇଛନ୍ତି। ମୃତକଙ୍କ ନାମ ମୁଦାସିର୍ ଅହମ୍ମଦ ବୋଲି ଜଣାଯାଇଛି। ନ୍ୟାସ୍ନାଲ୍ କନ୍ଫରେନ୍ସ ନେତା ଗୁଲାମ ମୋହିଉଦ୍ଦିନ୍ ମିର୍ଙ୍କ ବାସଭବନକୁ ଟାର୍ଗେଟ୍ କରି ଏହି ଆକ୍ରମଣ ହୋଇଥିଲା।
ଆତଙ୍କବାଦୀଙ୍କ ଗୁଳିରେ ଟଳିପଡ଼ିଲେ ପୁଲିସ
Advertisment
Follow Us