ଦୁଷ୍କର୍ମ ପୀଡ଼ିତାଙ୍କୁ ଯୌନଭିକ୍ଷା କରିଥିବା ପୁଲିସ ଅଧିକାରୀ ବରଖାସ୍ତ

ଗଞ୍ଜେଇ ଲିଙ୍କ୍‌! ଛେଣ୍ଡିପଦାରେ ରାଜସ୍ଥାନ ପୁଲିସ, ସାପୁଆନାଳିର ଗାଡ଼ି ଡ୍ରାଇଭର ଖୋଜା ପଡ଼ିଛି

NewsBox9.Com

ଜୟପୁର(ରାଜସ୍ଥାନ) : ଗତ ମାସରେ ରାଜସ୍ଥାନର ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଯୌନଭିକ୍ଷା କରିଥିବା ରାଜ୍ୟ ପୁଲିସର ଜନୈକ ଅଧିକାରୀ କୈଳାସ ବୋଡ଼ାଙ୍କୁ ସରକାର ଶୁକ୍ରବାର ଚାକିରିରୁ ବରଖାସ୍ତ କରିଛନ୍ତି। ତାଙ୍କର ଏହି ଜଘଣ୍ୟ ଉଦ୍ଦେଶ୍ୟ ପାଇଁ ରାଜସ୍ଥାନ ସରକାର ଗତ ୨୦ ତାରିଖରେ ତାଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଥିଲେ।

ସୂଚନାନୁଯାୟୀ, ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧର ସ୍ବତନ୍ତ୍ର ତଦନ୍ତ ଶାଖାର ଏସିପି ଥିବା ବୋଡ଼ା ସଂପୃକ୍ତ ପୀଡ଼ିତାଙ୍କ ବୟାନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ତାଙ୍କ ଠାରୁ ପ୍ରଥମେ ଅର୍ଥ ଓ ପରେ ଶାରୀରିକ ସମ୍ପର୍କ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe