ନୂଆଦିଲ୍ଲୀ : କରୋନା କଟକଣା ଯୋଗୁ ଏଥର ମଧ୍ୟ ଦିଲ୍ଲୀରେ ପ୍ରବାସୀ ଓଡ଼ିଆ ସାର୍ବଜନୀନ ଗଣେଷ ପୂଜା ପାଳନ କରିପାରି ନାହାନ୍ତି। ଏମାନେ ନିଜ ନିଜ ଘରେ ଗଣେଷ ପୂଜା କରିଥିଲେ। ଅପରପକ୍ଷେ, ଦିଲ୍ଲୀର ହଜ୍ଖାସ ଜଗନ୍ନାଥ ମନ୍ଦିରରେ କରୋନା କଟକଣାକୁ ଦୃଷ୍ଟିରେ ରଖାଯାଇ ଗଣେଷ ପୂଜା କରାଯାଇଥିଲା। ଗତବର୍ଷ ଭଳି ଏଥର ମଧ୍ୟ ଗଣେଷ ପୂଜା ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।
ପ୍ରବାସୀ ଓଡ଼ିଆ ଘରେ ପାଳନ କଲେ ଗଣେଷ ପୂଜା
Advertisment
Follow Us