ବିଫଳ ହେଲା ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି: ସମସ୍ତ ୪ ଆସନରେ ହାରିଲା

Advertisment

ବିହାରରେ ୪ ବିଧାନସଭା ଆସନ‌ରେ ଉପନିର୍ବାଚନ ହେବା ପୂର୍ବରୁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ତାଙ୍କ ଜନ ସୁରଜ ପାର୍ଟି ଆରମ୍ଭ କରିଥିଲେ।  କିନ୍ତୁ ବିଡ଼ମ୍ବନାର ବିଷୟ ଏହା ଯେ ପ୍ରଶାନ୍ତ କିଶୋରଙ୍କ ଦଳ କୌଣସି ଗୋଟିଏ ଆସନରେ ବି ବିଜୟ ହାସଲ କରିପାରିନି।

ପ୍ରଶାନ୍ତ କିଶୋରଙ୍କ ଅନୁମାନ: ମୋଦୀ ୩ .୦ ଶାସନରେ ବଡ଼ ପଦକ୍ଷେପ!

ପାଟନା: ବିହାରରେ ୪ ବିଧାନସଭା ଆସନ‌ରେ ଉପନିର୍ବାଚନ ହେବା ପୂର୍ବରୁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ତାଙ୍କ ଜନ ସୁରଜ ପାର୍ଟି ଆରମ୍ଭ କରିଥିଲେ।  କିନ୍ତୁ ବିଡ଼ମ୍ବନାର ବିଷୟ ଏହା ଯେ ପ୍ରଶାନ୍ତ କିଶୋରଙ୍କ ଦଳ କୌଣସି ଗୋଟିଏ ଆସନରେ ବି ବିଜୟ ହାସଲ କରିପାରିନି।  ଜନ ସୁରାଜ ପାର୍ଟି ବିହାରରେ ସମସ୍ତ ୪ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲା। କିନ୍ତୁ ସମସ୍ତ ପ୍ରାର୍ଥୀ ନିର୍ବାଚନ ହାରି ଯାଇଛନ୍ତି।  ଉଲ୍ଲେଖଯୋଗ୍ୟ, ଜନ ସୁରଜ ପାର୍ଟି ଜିତେନ୍ଦ୍ର ପାଶ୍ବାନ, ମହମ୍ମଦ ଆମାଜାଦ, ସୁଶୀଲ କୁମାର ସିଂହ ଏବଂ କିରଣ ସିଂହଙ୍କୁ ଯଥାକ୍ରମେ ଇମାମଗଞ୍ଜ, ବେଲଗଞ୍ଜ, ରାମଗଡ଼ ଏବଂ ତରାରୀ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ କରିଥିଲା।  ପ୍ରଶାନ୍ତ କିଶୋର ଅକ୍ଟୋବର ୨ ତାରିଖରେ ତାଙ୍କ ଦଳ ଆରମ୍ଭ କରିବା ସମୟରେ ଘୋଷଣା କରିଥିଲେ ଯେ ୨୦୨୫ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ବିହାରରେ ସମସ୍ତ ୨୪୩ ଆସନରେ ନିର୍ବାଚନ ଲଢ଼ିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe