କୋଟି କୋଟି ଟଙ୍କା ନେଇ ସିରିଆ ଛାଡ଼ି ପଳାଇଲେ ରାଷ୍ଟ୍ରପତି ବଶର ଅଲ ଅସଦ

Advertisment

ସିରିଆରେ ଗୃହଯୁଦ୍ଧ ପରେ ରାଷ୍ଟ୍ରପତି ବଶର ଅଲ ଅସଦ ରୁଷିଆ ଶରଣରେ ପଶିଛନ୍ତି । ଏହାରି ଭିତରେ ଏକ ବଡ଼ ଖୁଲାସା ହୋଇଛି । ରୁଷ ଯିବା ପୂର୍ବରୁ ଅସବ ପ୍ରାୟ ୨୦୦ ମିଲିୟନ ୟୁରୋ ସିରିଆରୁ ମସ୍କୋ ଟ୍ରାନ୍ସଫର କରିଛନ୍ତି ।

ସିରିଆରେ ଗୃହଯୁଦ୍ଧ ପରେ ରାଷ୍ଟ୍ରପତି ବଶର ଅଲ ଅସଦ ରୁଷିଆ ଶରଣରେ ପଶିଛନ୍ତି । ଏହାରି ଭିତରେ ଏକ ବଡ଼ ଖୁଲାସା ହୋଇଛି । ରୁଷ ଯିବା ପୂର୍ବରୁ ଅସବ ପ୍ରାୟ ୨୦୦ ମିଲିୟନ ୟୁରୋ ସିରିଆରୁ ମସ୍କୋ ଟ୍ରାନ୍ସଫର କରିଛନ୍ତି ।

 Business Standard Basar

ନୂଆଦିଲ୍ଲୀ: ସିରିଆରେ ଗୃହଯୁଦ୍ଧ ପରେ ରାଷ୍ଟ୍ରପତି ବଶର ଅଲ ଅସଦ ରୁଷିଆ ଶରଣରେ ପଶିଛନ୍ତି । ଏହାରି ଭିତରେ ଏକ ବଡ଼ ଖୁଲାସା ହୋଇଛି । ରୁଷ ଯିବା ପୂର୍ବରୁ ଅସବ ପ୍ରାୟ ୨୦୦ ମିଲିୟନ ୟୁରୋ ସିରିଆରୁ ମସ୍କୋ ଟ୍ରାନ୍ସଫର କରିଛନ୍ତି । ୨୦୧୮ରୁ ସେ ଏହି ଅର୍ଥରାଷି ମସ୍କୋ ଟ୍ରାନ୍ସଫର ପ୍ରକ୍ରିୟା ଆରମ୍ଭ କରିଥିଲେ ।

ଗୃହଯୁଦ୍ଧ ଜାରି ରହିଥିବା ସମୟରେ ଅସଦ ବହୁ ପରିମାଣରେ ଅର୍ଥରାଶି ସିରିଆ ବାହାରକୁ ପଠାଇଥିବା ଜଣାପଡିଛି । କୁହାଯାଉଛି ପାଖାପାଖି ଦୁଇ ଟନ ଓଜନର ୧୦୦ ଓ ୫୦୦ ୟୁରୋର ନୋଟକୁ ମସ୍କୋ ସ୍ଥାନାନ୍ତର କରିଛନ୍ତି ଅସଦ । ଏହି ଅର୍ଥ ସିରିଆର ସେଣ୍ଟ୍ରାଲ ବ୍ୟାଙ୍କରୁ ରୁଷିଆର ରିଜର୍ଭ ବ୍ୟାଙ୍କକୁ ପଠାଯାଇଛି । ଏନେଇ ଚାଞ୍ଚଲ୍ୟକର ଖୁଲାସା ଅନ୍ତଜାତୀୟ ଗଣମାଧ୍ୟମରେ ହୋଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe