Image Courtesy of News OnAIR
ଭୁବନେଶ୍ବର : ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତାରେ ରାଷ୍ଟ୍ରପତି କହିଛନ୍ତି ନନ୍ଦ ସାର ନିଷ୍ଠାର ସହିତ ଶିକ୍ଷାର ପ୍ରଚାର ପ୍ରସାର କରିଥିଲେ। ଗତମାସରେ ତାଙ୍କୁ ପଦ୍ମ ପୁରସ୍କାର ଦେବା ସମୟରେ ସେ ମତେ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହା ତାଙ୍କର ସବୁଦିନ ପାଇଁ ମନେ ରହିବ ବୋଲି ରାଷ୍ଟ୍ରପତି ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି।
Follow Us