ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁହେଉ: ପ୍ରମିଳା ମଲ୍ଲିକ

ରାଜ୍ୟରେ ରାଷ୍ଟ୍ରପତି ଶାସାନ ଲାଗୁ ହେବା ଉଚିତ୍।ରାଜ୍ୟରେ ମଣିପୁର ଠାରୁ ଆହୁରି ସାଙ୍ଘାତିକ ସ୍ଥିତି ହୋଇଛି। ବାଲେଶ୍ଵର କଲେଜ ଛାତ୍ରୀ ଜଣଙ୍କ ସମସ୍ତଙ୍କୁ ଜଣାଇଲା ପରେ ମଧ୍ୟ ଜୀବନ ବଞ୍ଚିପାରିଲେ ନାହିଁ...

President's rule may be imposed in the state: Pramila Malik

President's rule may be imposed in the state: Pramila Malik Photograph: (sambad.in)

ଭୁବନେଶ୍ବର:ରାଜ୍ୟରେ ରାଷ୍ଟ୍ରପତି ଶାସାନ ଲାଗୁ ହେବା ଉଚିତ୍।ରାଜ୍ୟରେ ମଣିପୁର ଠାରୁ ଆହୁରି ସାଙ୍ଘାତିକ ସ୍ଥିତି ହୋଇଛି। ବାଲେଶ୍ଵର କଲେଜ ଛାତ୍ରୀ ଜଣଙ୍କ ସମସ୍ତଙ୍କୁ ଜଣାଇଲା ପରେ ମଧ୍ୟ ଜୀବନ ବଞ୍ଚାଇ ପାରିଲେ ନାହିଁ।

ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଶାସକ ଦଳ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। 

ରାଜ୍ୟର ସବୁ ଜିଲ୍ଲାରେ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି। ସରକାରଙ୍କର କୌଣସି ଦାୟିତ୍ୱ ତୁଲାଇବା ପାଇଁ ଆଗ୍ରହ ନାହିଁ। କେବଳ ଦଳର ପ୍ରଚାରରେ ଲାଗିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Pramila Mallik | BJD | BJP 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe