କୁଇଜ୍‌ରେ ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ

Advertisment
ମୋଦୀଙ୍କୁ ଭେଟିବା ପରେ ବଡ଼ ଭାଇ କହିଲେ; ଦେଶ ପାଇଁ ବହୁତ ପରିଶ୍ରମ କଲଣି, ଟିକେ ବିଶ୍ରାମ ନିଅ

Image Courtesy of India Today

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍‌ କୀ ବାତ୍‌’ କୁଇଜ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଆମନ୍ତ୍ରଣ କରିଛନ୍ତି । ଏହି ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ବିଭିନ୍ନ ଗୋଷ୍ଠୀଭିତ୍ତିକ ପ୍ରୟାସ ସମେତ ସଦ୍ୟତମ ଅଧ୍ୟାୟର ବିଷୟବସ୍ତୁ ସ୍ଥାନ ପାଇବ। ‘‘ଆମେ ଏହି ମାସର ‘‘ମନ କୀ ବାତ୍‌’ରେ କେତେକ ଗୋଷ୍ଠୀଗତ ପ୍ରୟାସ ସହିତ ବିଭିନ୍ନ ବିଷୟବସ୍ତୁ ସାମିଲ କରିଥିଲୁ। ନମୋ ଆପ୍‌ରେ ଏମ୍‌କେବି କୁଇଜ୍‌ରେ ଭାଗ ନିଅନ୍ତୁ ’’ ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe