ପ୍ରିୟଙ୍କାଙ୍କ ପାଖରେ କୋଟା ଶିଶୁଙ୍କ ମା’ଙ୍କ ପାଇଁ ସମୟ ନାହିଁ: ମାୟାବତୀ

Advertisment
ପ୍ରିୟଙ୍କାଙ୍କ ପାଖରେ କୋଟା ଶିଶୁଙ୍କ ମା’ଙ୍କ ପାଇଁ ସମୟ ନାହିଁ: ମାୟାବତୀ

India Today

ଲକ୍ଷ୍ନୌ: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଗତକାଲି ଉତ୍ତରପ୍ରଦେଶର ବାରଣାସୀ ଗସ୍ତ କରି ସିଏଏ ବିରୋଧୀ ସାମାଜିକ କର୍ମୀଙ୍କୁ ଭେଟିଥିଲେ। ପ୍ରିୟଙ୍କା ମଧ୍ୟ ଗତକାଲି ରାଜସ୍ଥାନର ଜୟପୁରକୁ ବ୍ୟକ୍ତିଗତ କାମରେ ଯାଇଥିଲେ। ତେଣୁ ବିଏସ୍‌ପି ସୁପ୍ରିମୋ ମାୟାବତୀ ଆଜି ଏହି ପ୍ରସଙ୍ଗରେ ପ୍ରିୟଙ୍କାଙ୍କ ଉପରେ ବର୍ଷିଛନ୍ତି। ମାୟାବତୀ କହିଛନ୍ତି ପ୍ରିୟଙ୍କା ରାଜସ୍ଥାନରେ ଥିଲେ, କିନ୍ତୁ କୋଟାରେ ମୃତ ଶିଶୁଙ୍କ ମା’ ମାନଙ୍କ ପାଇଁ ତାଙ୍କ ନିକଟରେ ସମୟ ନାହିଁ। ମାୟାବତୀ କହିଛନ୍ତି, କଂଗ୍ରେସ ବିଜେପି ଏବଂ ଅନ୍ୟ ଦଳ ପରି ବିଏସ୍‌ପି ଶସ୍ତା ରାଜନୀତି କରୁନାହିଁ ବୋଲି ମାୟାବତୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe