ପୁଣ୍ୟତିଥିରେ ପିତାଙ୍କ ସହ ଶେଷ ଫଟୋ ସେୟାର କଲେ ପ୍ରିୟଙ୍କା

Advertisment
ପୁଣ୍ୟତିଥିରେ ପିତାଙ୍କ ସହ ଶେଷ ଫଟୋ ସେୟାର କଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କର ଆଜି ପୁଣ୍ୟତିଥି। ଏହି ଅବସରରେ ତାଙ୍କ ଝିଅ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଆଜି ପିତାଙ୍କ ସହ ତାଙ୍କର ଶେଷ ଫଟୋକୁ ସେୟାର କରିଛନ୍ତି।। ଫଟୋ ଟ୍ବିଟ୍‌ କରିବା ସହ ପିତାଙ୍କଠାରୁ ମିଳିଥିବା ଶିକ୍ଷାକୁ ମଧ୍ୟ ପ୍ରିୟଙ୍କା ମନେ ପକାଇଛନ୍ତି ଏବଂ ଏବଂ ଏହା ତାଙ୍କ ଜୀବନରେ ଏକ ଉପହାର ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe