ସିଏଏ ବିରୋଧୀ ହିଂସା: କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କଲେ ୧୫୪ ପ୍ରମୁଖ ନାଗରିକ

Advertisment
ସୁନ୍ଦରଗଡ଼ରେ ସିଏଏ ତାତି: ମୁଢ଼ିରୁ ମହାଭାରତ, ଗୋଷ୍ଠୀ ସଂଘର୍ଷରେ ୩ ଆହତ

iaszahid.com

ନୂଆଦିଲ୍ଲୀ: ସିଏଏ ଏବଂ ଏନ୍‌ଆରସି ବିରୋଧରେ ଆନ୍ଦୋଳନ ନାମରେ ଯେଉଁମାନେ ହିଂସାରେ ସାମିଲ ହେଉଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଦେଶର ୧୫୪ ଜଣ ସଚେତନ, ଦାୟିତ୍ବବାନ୍‌ ନାଗରିକ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ଏହି ୧୫୪ ଜଣ ସଦସ୍ୟଙ୍କ ମଧ୍ୟରେ ପୂର୍ବତନ ବିଚାରପତି, ପୂର୍ବ ପ୍ରଶାସନିକ ସେବା ଅଧିକାରୀ ଏବଂ ବହୁ ବୁଦ୍ଧିଜୀବୀ ଅଛନ୍ତି। ସିଏଟି (ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ୍‌) ଅଧ୍ୟକ୍ଷ ଏବଂ ସିକ୍କିମ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ପ୍ରମୋଦ କୋହଲି ଏହି ପ୍ରତିନିଧିଙ୍କ ନେତୃତ୍ବ ନେଇଛନ୍ତି। ରାଜନୈତିକ ହିଂସା ପାଇଁ ଯୋଜନାବଦ୍ଧ ପ୍ରୟାସ ଚାଲିଛି ବୋଲି ସେମାନେ କହିଛନ୍ତି। ରାଷ୍ଟ୍ରପତିଙ୍କ ନିକଟରେ ଏନେଇ ଏକ ସ୍ମାରକପତ୍ର ଦାଖଲ ହୋଇଛି। ଏହି ସ୍ମାରକପତ୍ରରେ ୧୧ ପୂର୍ବତନ ହାଇକୋର୍ଟ ବିଚାରପତି, ୭୦ରୁ ଅଧିକ ପୂର୍ବ ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫଏସ୍‌ ଅଧିକାରୀ ଦସ୍ତଖତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe