ପୁଟିନ-ଡୋଭାଲ ଆଲୋଚନା

Advertisment

ଆସନ୍ତା‌ ମାସରେ ରୁଷ୍‌‌ରେ ବ୍ରିକ୍ସ ସମ୍ମିଳନୀ ହେବ। ଏହି ସମ୍ମିଳନୀ ଅବସରରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ଏକ ପୃଥକ୍‌ ଦ୍ବିପାକ୍ଷିକ ବୈଠକ ପାଇଁ ନିମନ୍ତ୍ରଣ କରିଛନ୍ତି।

ଆସନ୍ତା‌ ମାସରେ ରୁଷ୍‌‌ରେ ବ୍ରିକ୍ସ ସମ୍ମିଳନୀ ହେବ। ଏହି ସମ୍ମିଳନୀ ଅବସରରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ଏକ ପୃଥକ୍‌ ଦ୍ବିପାକ୍ଷିକ ବୈଠକ ପାଇଁ ନିମନ୍ତ୍ରଣ କରିଛନ୍ତି।

fhfhfshftt

ମସ୍କୋ: ଆସନ୍ତା‌ ମାସରେ ରୁଷ୍‌‌ରେ ବ୍ରିକ୍ସ ସମ୍ମିଳନୀ ହେବ। ଏହି ସମ୍ମିଳନୀ ଅବସରରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ଏକ ପୃଥକ୍‌ ଦ୍ବିପାକ୍ଷିକ ବୈଠକ ପାଇଁ ନିମନ୍ତ୍ରଣ କରିଛନ୍ତି।  ପୁଟିନ ଆଜି ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ  ବୈଠକ କରିଥିବା ବେଳେ ମୋଦୀଙ୍କ ପାଖକୁ ତାଙ୍କର ଏହି ଆମନ୍ତ୍ରଣ ପଠାଇଛନ୍ତି ।

ପୁଟିନ ମୋଦୀଙ୍କୁ, ‘ଆମର  ସବୁଠାରୁ ଭଲ ବନ୍ଧୁ’ ବୋଲି କହିଛନ୍ତି। ଡୋଭାଲଙ୍କ ସହ ସାକ୍ଷାତ ଅବସରରେ ପୁଟିନ କହିଛନ୍ତି, ଅକ୍ଟୋବର ୨୨ ତାରିଖରେ ମୋଦୀଙ୍କ ସହ ଦ୍ବିତୀୟ ଦ୍ବିପାକ୍ଷିକ ବୈଠକ ପାଇଁ ମୁଁ ପ୍ରସ୍ତାବ ଦେଉଛି। ଦୟାକରି ମୋଦୀଙ୍କୁ  ଆମର ଶୁଭେଚ୍ଛା ଜଣାଇବେ।   ପୁଟିନଙ୍କ ସହ ସାକ୍ଷାତ ସମୟରେ ଡୋଭାଲ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ୟୁକ୍ରେନ ଗସ୍ତ ସମୟରେ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କ ସହ ହୋଇଥିବା ସାକ୍ଷାତ ବାବଦରେ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଅବଗତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ମୋତେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe