‘ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ କ୍ବାଡ୍‌ ଦେଶଗୁଡ଼ିକ ସକ୍ରିୟ ହୋଇଛନ୍ତି‘

Advertisment
‘ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ କ୍ବାଡ୍‌ ଦେଶଗୁଡ଼ିକ ସକ୍ରିୟ ହୋଇଛନ୍ତି‘

India Today

ନୂଆଦିଲ୍ଲୀ : ବିଶ୍ବର ଚାରିଟି ବଡ଼ ଗଣତାନ୍ତ୍ରିକ ଦେଶ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ (କ୍ବାଡ୍‌ ଦେଶ) ଏକ ବିଚାର ଭାବେ ବହୁ ବର୍ଷ ହେଲା ଚର୍ଚ୍ଚା ହେଉଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏହା ଗତ କିଛି ବର୍ଷରେ ସକ୍ରିୟ ହୋଇଛି ବୋଲି ବିଜେପିର ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏକ ବକ୍ତବ୍ୟରେ ଗଣମାଧ୍ୟମକୁ କହିଛନ୍ତି। ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଓ ଟିକାକରଣ କାର୍ଯ୍ୟକ୍ରମ କ୍ଷେତ୍ରରେ ଭାରତ ପ୍ରଶଂସିତ ହୋଇଛି। ଜାତିସଂଘ ସାଧାରଣ ପରିଷଦରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଉଚ୍ଚକୋଟିର ଓ ବେଶ ପ୍ରଶଂସନୀୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe